#vinodkambli #indiancricket #cricketer #nandighoshatv
ବିନୋଦ କାମ୍ବଲୀ । ତାଙ୍କୁ କିଏ ବା ନ ଜାଣେ । ନିଜର ଧୁଆଁଧାର ବ୍ୟାଟିଂ ବଳରେ ଦିନେ ଘରେ ଘରେ ପରିଚିତ ଥିଲେ ବିନୋଦ । କାମ୍ବଲୀ ନିଜର ପ୍ରଥମ ୭ଟି ମ୍ୟାଚରେ ୭୯୩ ରନ କରି ବୋଲରଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲେ । ୧୯୯୩ ମସିହାରେ ଟେଷ୍ଟ କ୍ରିକେଟରେ ୧୧୩.୨୯ ହାରାହାରିରେ ରନ୍ ସ୍କୋର କରିଥିଲେ । ଏଥିରୁ ଆପଣ କଳ୍ପନା କରିପାରୁଥିବେ କେତେ ଧୁଆଁଧାର ଥିବ ତାଙ୍କ ବ୍ୟାଟିଂ । ଦିନେ ବିଶ୍ୱ କ୍ରିକେଟରେ ଜଣେ ଷ୍ଟାର ଖେଳାଳି ଭାବେ ପରିଚିତ କାମ୍ବଲୀ ଏବେ କିନ୍ତୁ ବେକାରୀ ସମସ୍ୟାରେ ପଡ଼ିଛନ୍ତି । ସ୍ଥିତି ଏପରି ହୋଇଛି କି ନିଜ ପରିବାର ଚଳାଇବା ପାଇଁ ଯେ କୌଣସି କାମ କରିବାକୁ ପ୍ରସ୍ତୁତ ।
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: http://nandighoshatv.com/
Watch Live: http://nandighoshatv.com/live/
YouTube: https://www.youtube.com/c/NandighoshaTV
Facebook: https://www.facebook.com/NandighoshaTV
Twitter: https://twitter.com/NandighoshaTV
Instagram: https://www.instagram.com/nandighoshatv/
*Nandighosha TV Is Available On Following DTH Channels*
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 731
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219
0 Comments